or_tn/luk/06/43.md

16 lines
1.1 KiB
Markdown

# General Information:
ଗୋଟିଏ ଗଛ ଭଲ ବା ମନ୍ଦ, ଓ ତାହା କି’ପ୍ରକାର ଗଛ ତାହା ସେହି ଗଛ ଉତ୍ପନ୍ନ କରୁଥିବା ଫଳକୁ ଦେଖି ଲୋକମାନେ କହିପାରିବେ I ଯୀଶୁ ଏହାକୁ ଏକ ବ୍ୟାଖ୍ୟା କରାଯାଇ ନ ଥିବା ରୂପକ ଭାବରେ ବ୍ୟବହାର କରନ୍ତି—ଆମ୍ଭେମାନେ ଜାଣୁ ସେ କି’ପ୍ରକାର ବ୍ୟକ୍ତି ଅଟେ, ଯେତେବେଳେ ଆମ୍ଭେମାନେ ତାହାର କର୍ମଗୁଡିକ ଦେଖୁ I (ଦେଖ: [[rc://*/ta/man/translate/figs-metaphor]] )
# For there is
କାରଣ ଏହା ସେଠାରେ ଅଛି I ଆମେ କାହିଁକି ଆପଣା ଭାଇର ବିଚାର କରିବା ନାହିଁ ତାହାର କାରଣ ଏହା ପରେ ଲେଖାଯାଇଛି ବୋଲି ଏହା ସୂଚାଏ I
# good tree
ଭଲ ଗଛ
# rotten fruit
ଯେଉଁ ଫଳ କ୍ଷୟ ପାଉଛି ବା ମନ୍ଦ ବା ମୂଲ୍ୟହୀନ