# General Information: ଗୋଟିଏ ଗଛ ଭଲ ବା ମନ୍ଦ, ଓ ତାହା କି’ପ୍ରକାର ଗଛ ତାହା ସେହି ଗଛ ଉତ୍ପନ୍ନ କରୁଥିବା ଫଳକୁ ଦେଖି ଲୋକମାନେ କହିପାରିବେ I ଯୀଶୁ ଏହାକୁ ଏକ ବ୍ୟାଖ୍ୟା କରାଯାଇ ନ ଥିବା ରୂପକ ଭାବରେ ବ୍ୟବହାର କରନ୍ତି—ଆମ୍ଭେମାନେ ଜାଣୁ ସେ କି’ପ୍ରକାର ବ୍ୟକ୍ତି ଅଟେ, ଯେତେବେଳେ ଆମ୍ଭେମାନେ ତାହାର କର୍ମଗୁଡିକ ଦେଖୁ I (ଦେଖ: [[rc://*/ta/man/translate/figs-metaphor]] ) # For there is କାରଣ ଏହା ସେଠାରେ ଅଛି I ଆମେ କାହିଁକି ଆପଣା ଭାଇର ବିଚାର କରିବା ନାହିଁ ତାହାର କାରଣ ଏହା ପରେ ଲେଖାଯାଇଛି ବୋଲି ଏହା ସୂଚାଏ I # good tree ଭଲ ଗଛ # rotten fruit ଯେଉଁ ଫଳ କ୍ଷୟ ପାଉଛି ବା ମନ୍ଦ ବା ମୂଲ୍ୟହୀନ