or_tn/luk/06/43.md

1.1 KiB

General Information:

ଗୋଟିଏ ଗଛ ଭଲ ବା ମନ୍ଦ, ଓ ତାହା କି’ପ୍ରକାର ଗଛ ତାହା ସେହି ଗଛ ଉତ୍ପନ୍ନ କରୁଥିବା ଫଳକୁ ଦେଖି ଲୋକମାନେ କହିପାରିବେ I ଯୀଶୁ ଏହାକୁ ଏକ ବ୍ୟାଖ୍ୟା କରାଯାଇ ନ ଥିବା ରୂପକ ଭାବରେ ବ୍ୟବହାର କରନ୍ତି—ଆମ୍ଭେମାନେ ଜାଣୁ ସେ କି’ପ୍ରକାର ବ୍ୟକ୍ତି ଅଟେ, ଯେତେବେଳେ ଆମ୍ଭେମାନେ ତାହାର କର୍ମଗୁଡିକ ଦେଖୁ I (ଦେଖ: rc://*/ta/man/translate/figs-metaphor )

For there is

କାରଣ ଏହା ସେଠାରେ ଅଛି I ଆମେ କାହିଁକି ଆପଣା ଭାଇର ବିଚାର କରିବା ନାହିଁ ତାହାର କାରଣ ଏହା ପରେ ଲେଖାଯାଇଛି ବୋଲି ଏହା ସୂଚାଏ I

good tree

ଭଲ ଗଛ

rotten fruit

ଯେଉଁ ଫଳ କ୍ଷୟ ପାଉଛି ବା ମନ୍ଦ ବା ମୂଲ୍ୟହୀନ