or_tn/luk/06/37.md

1.7 KiB

Do not judge

ଲୋକମାନଙ୍କର ବିଚାର କର ନାହିଁ ବା “ଲୋକମାନଙ୍କୁ ନିଷ୍ଠୁର ଭାବରେ ସମାଲୋଚନା କର ନାହିଁ”

you will not be judged

କେଉଁମାନେ ବିଚାର କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କର ବିଚାର କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କର ବିଚାର କରିବ ନାହିଁ” (ଦେଖ: rc://*/ta/man/translate/figs-activepassive )

Do not condemn

ଲୋକମାନଙ୍କୁ ଦୋଷାରୋପ କର ନାହିଁ

you will not be condemned

କେଉଁମାନେ ଦୋଷାରୋପ କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ ଦୋଷାରୋପ କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କୁ ଦୋଷାରୋପ କରିବ ନାହିଁ” (ଦେଖ: rc://*/ta/man/translate/figs-activepassive )

you will be forgiven

କେଉଁମାନେ କ୍ଷମା କରିବେ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ” ବା 2) ଲୋକମାନେ ତୁମ୍ଭମାନଙ୍କୁ କ୍ଷମା କରିବେ” (ଦେଖ: rc://*/ta/man/translate/figs-activepassive )