# Do not judge ଲୋକମାନଙ୍କର ବିଚାର କର ନାହିଁ ବା “ଲୋକମାନଙ୍କୁ ନିଷ୍ଠୁର ଭାବରେ ସମାଲୋଚନା କର ନାହିଁ” # you will not be judged କେଉଁମାନେ ବିଚାର କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କର ବିଚାର କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କର ବିଚାର କରିବ ନାହିଁ” (ଦେଖ: [[rc://*/ta/man/translate/figs-activepassive]] ) # Do not condemn ଲୋକମାନଙ୍କୁ ଦୋଷାରୋପ କର ନାହିଁ # you will not be condemned କେଉଁମାନେ ଦୋଷାରୋପ କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ ଦୋଷାରୋପ କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କୁ ଦୋଷାରୋପ କରିବ ନାହିଁ” (ଦେଖ: [[rc://*/ta/man/translate/figs-activepassive]] ) # you will be forgiven କେଉଁମାନେ କ୍ଷମା କରିବେ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ” ବା 2) ଲୋକମାନେ ତୁମ୍ଭମାନଙ୍କୁ କ୍ଷମା କରିବେ” (ଦେଖ: [[rc://*/ta/man/translate/figs-activepassive]] )