or_tn/luk/06/37.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Do not judge
ଲୋକମାନଙ୍କର ବିଚାର କର ନାହିଁ ବା “ଲୋକମାନଙ୍କୁ ନିଷ୍ଠୁର ଭାବରେ ସମାଲୋଚନା କର ନାହିଁ”
# you will not be judged
କେଉଁମାନେ ବିଚାର କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କର ବିଚାର କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କର ବିଚାର କରିବ ନାହିଁ” (ଦେଖ: [[rc://*/ta/man/translate/figs-activepassive]] )
# Do not condemn
ଲୋକମାନଙ୍କୁ ଦୋଷାରୋପ କର ନାହିଁ
# you will not be condemned
କେଉଁମାନେ ଦୋଷାରୋପ କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ ଦୋଷାରୋପ କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କୁ ଦୋଷାରୋପ କରିବ ନାହିଁ” (ଦେଖ: [[rc://*/ta/man/translate/figs-activepassive]] )
# you will be forgiven
କେଉଁମାନେ କ୍ଷମା କରିବେ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ” ବା 2) ଲୋକମାନେ ତୁମ୍ଭମାନଙ୍କୁ କ୍ଷମା କରିବେ” (ଦେଖ: [[rc://*/ta/man/translate/figs-activepassive]] )