or_tn/luk/06/28.md

16 lines
1012 B
Markdown

# Bless ... pray
ଏହି ପ୍ରତ୍ୟେକ ଆଜ୍ଞାଗୁଡିକୁ କେବଳ ଥରେ ମାତ୍ର ନୁହେଁ, କିନ୍ତୁ ଅନବରତ ଭାବରେ ପାଳନ କରିବା ଉଚିତ I
# Bless those who curse
ଏକମାତ୍ର ଈଶ୍ୱର ହିଁ ଆଶୀର୍ବାଦ କରନ୍ତି I ଏହାକୁ ସ୍ପଷ୍ଟ ଭାବରେ କହି ହେବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗ” (ଦେଖ: [[rc://*/ta/man/translate/figs-explicit]] )
# those who curse you
ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଅଭିଶାପ ଦିଅନ୍ତି
# those who mistreat you
ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଦୁର୍ବ୍ୟବହାର କରନ୍ତି