# Bless ... pray ଏହି ପ୍ରତ୍ୟେକ ଆଜ୍ଞାଗୁଡିକୁ କେବଳ ଥରେ ମାତ୍ର ନୁହେଁ, କିନ୍ତୁ ଅନବରତ ଭାବରେ ପାଳନ କରିବା ଉଚିତ I # Bless those who curse ଏକମାତ୍ର ଈଶ୍ୱର ହିଁ ଆଶୀର୍ବାଦ କରନ୍ତି I ଏହାକୁ ସ୍ପଷ୍ଟ ଭାବରେ କହି ହେବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗ” (ଦେଖ: [[rc://*/ta/man/translate/figs-explicit]] ) # those who curse you ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଅଭିଶାପ ଦିଅନ୍ତି # those who mistreat you ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଦୁର୍ବ୍ୟବହାର କରନ୍ତି