or_tn/luk/06/28.md

1012 B

Bless ... pray

ଏହି ପ୍ରତ୍ୟେକ ଆଜ୍ଞାଗୁଡିକୁ କେବଳ ଥରେ ମାତ୍ର ନୁହେଁ, କିନ୍ତୁ ଅନବରତ ଭାବରେ ପାଳନ କରିବା ଉଚିତ I

Bless those who curse

ଏକମାତ୍ର ଈଶ୍ୱର ହିଁ ଆଶୀର୍ବାଦ କରନ୍ତି I ଏହାକୁ ସ୍ପଷ୍ଟ ଭାବରେ କହି ହେବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗ” (ଦେଖ: rc://*/ta/man/translate/figs-explicit )

those who curse you

ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଅଭିଶାପ ଦିଅନ୍ତି

those who mistreat you

ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଦୁର୍ବ୍ୟବହାର କରନ୍ତି