or_tn/luk/05/01.md

16 lines
1.8 KiB
Markdown

# Connecting Statement:
ଯୀଶୁ ଗିନେସରତ୍ ହ୍ରଦରେ ଶିମୋନ ପିତରଙ୍କ ନୌକା ଉପରୁ ପ୍ରଚାର କରନ୍ତି I
# Now it happened that
ଏଠାରେ ଏହି ପଦ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏହା କରିବା ନିମନ୍ତେ ଯଦି ତୁମ ଭାଷାର ଏକ ଶୈଳୀ ରହିଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: [[rc://*/ta/man/translate/writing-newevent]] )
# listening to the word of God
ସାମ୍ଭାବ୍ୟ ଅର୍ଥଗୁଡିକ 1) “ସେମାନେ ଯେଉଁ ସମ୍ବାଦ ଶୁଣନ୍ତୁ ବୋଲି ଈଶ୍ୱର ଚାହାନ୍ତି ସେହି ସମ୍ବାଦ ଶୁଣିବା” ବା 2) ଈଶ୍ୱରଙ୍କ ସମ୍ପର୍କରେ ଯୀଶୁଙ୍କ ସମ୍ବାଦକୁ ଶୁଣିବା
# the lake of Gennesaret
ଏହି ବାକ୍ୟଗୁଡିକ ଗାଲିଲୀ ସମୁଦ୍ର ବିଷୟରେ ଜଣାଏ I ହ୍ରଦର ପଶ୍ଚିମ ପାର୍ଶ୍ୱରେ ଗାଲିଲୀ ଅବସ୍ଥିତ, ଏବଂ ଗିନେସରତ୍ ଅଞ୍ଚଳ ହ୍ରଦର ପୂର୍ବ ପାର୍ଶ୍ୱରେ ରହିଛି, ତେଣୁ ଏହାକୁ ଉଭୟ ନାମରେ ନାମିତ କରାଯାଏ I କିଛି ଇଂରାଜୀ ଅନୁବାଦ ଏହାକୁ ଜଳସମୂହର ଉପଯୁକ୍ତ ନାମ ଭାବରେ ଅନୁବାଦ କରନ୍ତି, “ଗିନେସରତର ହ୍ରଦ I”