or_tn/luk/05/01.md

1.8 KiB

Connecting Statement:

ଯୀଶୁ ଗିନେସରତ୍ ହ୍ରଦରେ ଶିମୋନ ପିତରଙ୍କ ନୌକା ଉପରୁ ପ୍ରଚାର କରନ୍ତି I

Now it happened that

ଏଠାରେ ଏହି ପଦ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏହା କରିବା ନିମନ୍ତେ ଯଦି ତୁମ ଭାଷାର ଏକ ଶୈଳୀ ରହିଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: rc://*/ta/man/translate/writing-newevent )

listening to the word of God

ସାମ୍ଭାବ୍ୟ ଅର୍ଥଗୁଡିକ 1) “ସେମାନେ ଯେଉଁ ସମ୍ବାଦ ଶୁଣନ୍ତୁ ବୋଲି ଈଶ୍ୱର ଚାହାନ୍ତି ସେହି ସମ୍ବାଦ ଶୁଣିବା” ବା 2) ଈଶ୍ୱରଙ୍କ ସମ୍ପର୍କରେ ଯୀଶୁଙ୍କ ସମ୍ବାଦକୁ ଶୁଣିବା

the lake of Gennesaret

ଏହି ବାକ୍ୟଗୁଡିକ ଗାଲିଲୀ ସମୁଦ୍ର ବିଷୟରେ ଜଣାଏ I ହ୍ରଦର ପଶ୍ଚିମ ପାର୍ଶ୍ୱରେ ଗାଲିଲୀ ଅବସ୍ଥିତ, ଏବଂ ଗିନେସରତ୍ ଅଞ୍ଚଳ ହ୍ରଦର ପୂର୍ବ ପାର୍ଶ୍ୱରେ ରହିଛି, ତେଣୁ ଏହାକୁ ଉଭୟ ନାମରେ ନାମିତ କରାଯାଏ I କିଛି ଇଂରାଜୀ ଅନୁବାଦ ଏହାକୁ ଜଳସମୂହର ଉପଯୁକ୍ତ ନାମ ଭାବରେ ଅନୁବାଦ କରନ୍ତି, “ଗିନେସରତର ହ୍ରଦ I”