# Connecting Statement: ଯୀଶୁ ଗିନେସରତ୍ ହ୍ରଦରେ ଶିମୋନ ପିତରଙ୍କ ନୌକା ଉପରୁ ପ୍ରଚାର କରନ୍ତି I # Now it happened that ଏଠାରେ ଏହି ପଦ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏହା କରିବା ନିମନ୍ତେ ଯଦି ତୁମ ଭାଷାର ଏକ ଶୈଳୀ ରହିଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: [[rc://*/ta/man/translate/writing-newevent]] ) # listening to the word of God ସାମ୍ଭାବ୍ୟ ଅର୍ଥଗୁଡିକ 1) “ସେମାନେ ଯେଉଁ ସମ୍ବାଦ ଶୁଣନ୍ତୁ ବୋଲି ଈଶ୍ୱର ଚାହାନ୍ତି ସେହି ସମ୍ବାଦ ଶୁଣିବା” ବା 2) ଈଶ୍ୱରଙ୍କ ସମ୍ପର୍କରେ ଯୀଶୁଙ୍କ ସମ୍ବାଦକୁ ଶୁଣିବା # the lake of Gennesaret ଏହି ବାକ୍ୟଗୁଡିକ ଗାଲିଲୀ ସମୁଦ୍ର ବିଷୟରେ ଜଣାଏ I ହ୍ରଦର ପଶ୍ଚିମ ପାର୍ଶ୍ୱରେ ଗାଲିଲୀ ଅବସ୍ଥିତ, ଏବଂ ଗିନେସରତ୍ ଅଞ୍ଚଳ ହ୍ରଦର ପୂର୍ବ ପାର୍ଶ୍ୱରେ ରହିଛି, ତେଣୁ ଏହାକୁ ଉଭୟ ନାମରେ ନାମିତ କରାଯାଏ I କିଛି ଇଂରାଜୀ ଅନୁବାଦ ଏହାକୁ ଜଳସମୂହର ଉପଯୁକ୍ତ ନାମ ଭାବରେ ଅନୁବାଦ କରନ୍ତି, “ଗିନେସରତର ହ୍ରଦ I”