or_tn/luk/04/31.md

16 lines
953 B
Markdown

# Connecting Statement:
ତା’ପରେ ଯୀଶୁ କଫର୍ନାହୂମକୁ ଗଲେ, ସେଠାରେ ସମାଜଗୃହରେ ଥିବା ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଜଣେ ଲୋକ ଭିତରୁ ଗୋଟିଏ ଭୂତକୁ ବାହାରି ଯିବାକୁ ଆଦେଶ ଦେଲେ I
# Then he went down
ତା’ପରେ ଯୀଶୁ I ଏହା ଏକ ନୂତନ ଘଟଣାକୁ ସୂଚାଏ I (ଦେଖ: [[rc://*/ta/man/translate/writing-newevent]])
# he went down to Capernaum
“ଆସିଲେ” ପଦଟି ଏଠାରେ ବ୍ୟବହୃତ ହୋଇଛି କାରଣ କଫର୍ନାହୂମ ନାଜରିତଠାରୁ ଉଚ୍ଚତାରେ ଅପେକ୍ଷାକୃତ ତଳରେ ରହିଛି I
# Capernaum, a city in Galilee
କଫର୍ନାହୂମ, ଗାଲିଲୀର ଅନ୍ୟତମ ନଗର ଅଟେ I