# Connecting Statement: ତା’ପରେ ଯୀଶୁ କଫର୍ନାହୂମକୁ ଗଲେ, ସେଠାରେ ସମାଜଗୃହରେ ଥିବା ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଜଣେ ଲୋକ ଭିତରୁ ଗୋଟିଏ ଭୂତକୁ ବାହାରି ଯିବାକୁ ଆଦେଶ ଦେଲେ I # Then he went down ତା’ପରେ ଯୀଶୁ I ଏହା ଏକ ନୂତନ ଘଟଣାକୁ ସୂଚାଏ I (ଦେଖ: [[rc://*/ta/man/translate/writing-newevent]]) # he went down to Capernaum “ଆସିଲେ” ପଦଟି ଏଠାରେ ବ୍ୟବହୃତ ହୋଇଛି କାରଣ କଫର୍ନାହୂମ ନାଜରିତଠାରୁ ଉଚ୍ଚତାରେ ଅପେକ୍ଷାକୃତ ତଳରେ ରହିଛି I # Capernaum, a city in Galilee କଫର୍ନାହୂମ, ଗାଲିଲୀର ଅନ୍ୟତମ ନଗର ଅଟେ I