or_tn/luk/04/31.md

953 B

Connecting Statement:

ତା’ପରେ ଯୀଶୁ କଫର୍ନାହୂମକୁ ଗଲେ, ସେଠାରେ ସମାଜଗୃହରେ ଥିବା ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଜଣେ ଲୋକ ଭିତରୁ ଗୋଟିଏ ଭୂତକୁ ବାହାରି ଯିବାକୁ ଆଦେଶ ଦେଲେ I

Then he went down

ତା’ପରେ ଯୀଶୁ I ଏହା ଏକ ନୂତନ ଘଟଣାକୁ ସୂଚାଏ I (ଦେଖ: rc://*/ta/man/translate/writing-newevent)

he went down to Capernaum

“ଆସିଲେ” ପଦଟି ଏଠାରେ ବ୍ୟବହୃତ ହୋଇଛି କାରଣ କଫର୍ନାହୂମ ନାଜରିତଠାରୁ ଉଚ୍ଚତାରେ ଅପେକ୍ଷାକୃତ ତଳରେ ରହିଛି I

Capernaum, a city in Galilee

କଫର୍ନାହୂମ, ଗାଲିଲୀର ଅନ୍ୟତମ ନଗର ଅଟେ I