or_tn/luk/02/27.md

20 lines
942 B
Markdown

# He came in the Spirit
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ଯେପରି ତାଙ୍କୁ ପରିଚାଳନା ଦେଲେ” (ଦେଖ: [[rc://*/ta/man/translate/figs-activepassive]] )
# He came
କେତେକ ଭାଷାରେ ହୁଏତ “ସେ ଗଲେ” ବୋଲି କୁହାଯାଇପାରେ
# into the temple
ମନ୍ଦିରର ପ୍ରାଙ୍ଗଣ ମଧ୍ୟକୁ I କେବଳ ଯାଜକମାନେ ମନ୍ଦିରର ଗୃହ ମଧ୍ୟକୁ ପ୍ରବେଶ କରିପାରନ୍ତି I (ଦେଖ: [[rc://*/ta/man/translate/figs-explicit]] )
# the parents
ଯୀଶୁଙ୍କ ପିତାମାତା
# what was the custom of the law
ଈଶ୍ୱରଙ୍କ ବ୍ୟବସ୍ଥାର ରୀତି ଅନୁସାରେ