# He came in the Spirit ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ଯେପରି ତାଙ୍କୁ ପରିଚାଳନା ଦେଲେ” (ଦେଖ: [[rc://*/ta/man/translate/figs-activepassive]] ) # He came କେତେକ ଭାଷାରେ ହୁଏତ “ସେ ଗଲେ” ବୋଲି କୁହାଯାଇପାରେ # into the temple ମନ୍ଦିରର ପ୍ରାଙ୍ଗଣ ମଧ୍ୟକୁ I କେବଳ ଯାଜକମାନେ ମନ୍ଦିରର ଗୃହ ମଧ୍ୟକୁ ପ୍ରବେଶ କରିପାରନ୍ତି I (ଦେଖ: [[rc://*/ta/man/translate/figs-explicit]] ) # the parents ଯୀଶୁଙ୍କ ପିତାମାତା # what was the custom of the law ଈଶ୍ୱରଙ୍କ ବ୍ୟବସ୍ଥାର ରୀତି ଅନୁସାରେ