or_tn/luk/02/27.md

942 B

He came in the Spirit

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ଯେପରି ତାଙ୍କୁ ପରିଚାଳନା ଦେଲେ” (ଦେଖ: rc://*/ta/man/translate/figs-activepassive )

He came

କେତେକ ଭାଷାରେ ହୁଏତ “ସେ ଗଲେ” ବୋଲି କୁହାଯାଇପାରେ

into the temple

ମନ୍ଦିରର ପ୍ରାଙ୍ଗଣ ମଧ୍ୟକୁ I କେବଳ ଯାଜକମାନେ ମନ୍ଦିରର ଗୃହ ମଧ୍ୟକୁ ପ୍ରବେଶ କରିପାରନ୍ତି I (ଦେଖ: rc://*/ta/man/translate/figs-explicit )

the parents

ଯୀଶୁଙ୍କ ପିତାମାତା

what was the custom of the law

ଈଶ୍ୱରଙ୍କ ବ୍ୟବସ୍ଥାର ରୀତି ଅନୁସାରେ