or_tn/luk/01/70.md

812 B

as he spoke

ଠିକ ଯେପରି ଈଶ୍ୱର କହିଲେ

he spoke by the mouth of his holy prophets from long ago

ଈଶ୍ୱର ଭାବବାଦୀମାନଙ୍କ ମୁଖ ଦ୍ୱାରା କଥା କହୁଛନ୍ତି ସୂଚିତ କରେ ଯେ ଈଶ୍ୱର ଆପଣା ଇଚ୍ଛା ଅନୁସାରେ ତାଙ୍କର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦିଅନ୍ତି I ବିକଳ୍ପ ଅନୁବାଦ: ସେ ବହୁ ପୂର୍ବେ ବାସ କରୁଥିବା ଆପଣା ପବିତ୍ର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦେଲେ I (ଦେଖ: rc://*/ta/man/translate/figs-metonymy)