# as he spoke ଠିକ ଯେପରି ଈଶ୍ୱର କହିଲେ # he spoke by the mouth of his holy prophets from long ago ଈଶ୍ୱର ଭାବବାଦୀମାନଙ୍କ ମୁଖ ଦ୍ୱାରା କଥା କହୁଛନ୍ତି ସୂଚିତ କରେ ଯେ ଈଶ୍ୱର ଆପଣା ଇଚ୍ଛା ଅନୁସାରେ ତାଙ୍କର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦିଅନ୍ତି I ବିକଳ୍ପ ଅନୁବାଦ: ସେ ବହୁ ପୂର୍ବେ ବାସ କରୁଥିବା ଆପଣା ପବିତ୍ର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦେଲେ I (ଦେଖ: [[rc://*/ta/man/translate/figs-metonymy]])