or_tn/luk/01/70.md

8 lines
812 B
Markdown
Raw Permalink Normal View History

2020-11-19 00:15:53 +00:00
# as he spoke
ଠିକ ଯେପରି ଈଶ୍ୱର କହିଲେ
# he spoke by the mouth of his holy prophets from long ago
ଈଶ୍ୱର ଭାବବାଦୀମାନଙ୍କ ମୁଖ ଦ୍ୱାରା କଥା କହୁଛନ୍ତି ସୂଚିତ କରେ ଯେ ଈଶ୍ୱର ଆପଣା ଇଚ୍ଛା ଅନୁସାରେ ତାଙ୍କର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦିଅନ୍ତି I ବିକଳ୍ପ ଅନୁବାଦ: ସେ ବହୁ ପୂର୍ବେ ବାସ କରୁଥିବା ଆପଣା ପବିତ୍ର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦେଲେ I (ଦେଖ: [[rc://*/ta/man/translate/figs-metonymy]])