or_tn/luk/01/01.md

12 lines
1.0 KiB
Markdown

# General Information:
ଲୂକ କାହିଁକି ଥିୟଫିଲଙ୍କ ପାଖକୁ ଲେଖିଲେ, ତାହା ସେ ବ୍ୟାଖ୍ୟା କରୁଛନ୍ତି I
# concerning the things that have been fulfilled among us
ଯେଉଁସବୁ ବିଷୟ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି ବା “ଯେଉଁ ଘଟଣାଗୁଡିକ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି,” ସେହିସବୁ ବିଷୟରେ
# among us
କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଥିୟଫିଲ କିଏ ଥିଲେ I ଯଦି ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତେବେ ଏଠାରେ “ଆମର” ଶବ୍ଦ ତାହାଙ୍କୁ ଅନ୍ତର୍ଭୁକ୍ତ କରିବ ଓ ଯଦି ନୁହେଁ, ତେବେ ବାଦ ଦେଇ ଦେବ I (ଦେଖ:[[rc://*/ta/man/translate/figs-inclusive]] ଓ [[rc://*/ta/man/translate/figs-exclusive]])