# General Information: ଲୂକ କାହିଁକି ଥିୟଫିଲଙ୍କ ପାଖକୁ ଲେଖିଲେ, ତାହା ସେ ବ୍ୟାଖ୍ୟା କରୁଛନ୍ତି I # concerning the things that have been fulfilled among us ଯେଉଁସବୁ ବିଷୟ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି ବା “ଯେଉଁ ଘଟଣାଗୁଡିକ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି,” ସେହିସବୁ ବିଷୟରେ # among us କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଥିୟଫିଲ କିଏ ଥିଲେ I ଯଦି ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତେବେ ଏଠାରେ “ଆମର” ଶବ୍ଦ ତାହାଙ୍କୁ ଅନ୍ତର୍ଭୁକ୍ତ କରିବ ଓ ଯଦି ନୁହେଁ, ତେବେ ବାଦ ଦେଇ ଦେବ I (ଦେଖ:[[rc://*/ta/man/translate/figs-inclusive]] ଓ [[rc://*/ta/man/translate/figs-exclusive]])