or_tn/luk/01/01.md

1.0 KiB

General Information:

ଲୂକ କାହିଁକି ଥିୟଫିଲଙ୍କ ପାଖକୁ ଲେଖିଲେ, ତାହା ସେ ବ୍ୟାଖ୍ୟା କରୁଛନ୍ତି I

concerning the things that have been fulfilled among us

ଯେଉଁସବୁ ବିଷୟ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି ବା “ଯେଉଁ ଘଟଣାଗୁଡିକ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି,” ସେହିସବୁ ବିଷୟରେ

among us

କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଥିୟଫିଲ କିଏ ଥିଲେ I ଯଦି ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତେବେ ଏଠାରେ “ଆମର” ଶବ୍ଦ ତାହାଙ୍କୁ ଅନ୍ତର୍ଭୁକ୍ତ କରିବ ଓ ଯଦି ନୁହେଁ, ତେବେ ବାଦ ଦେଇ ଦେବ I (ଦେଖ:[[rc:///ta/man/translate/figs-inclusive]] ଓ [[rc:///ta/man/translate/figs-exclusive]])