or_tn/jhn/21/intro.md

893 B

ଯୋହନ ୨୧ସାଧାରଣ ସୂଚନା

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ମେଷ ନିମନ୍ତେ ରୂପକ

ଯୀଶୁଙ୍କ ମୃତ୍ୟୁ ପୂର୍ବରୁ, ସେ ନିଜେ ଆପଣା ଲୋକମାନଙ୍କ ଯତ୍ନ ନେଉଥିବା ବିଷୟ କହୁଥିଲେ ଯେପରି ସେ ମେଷମାନଙ୍କ ଯତ୍ନ ନେଉଥିବା ଜଣେ ଉତ୍ତମ ମେଷପାଳକ ଅଟନ୍ତି (ଯୋହନ ୧୦:୧୧) I ସେ ପୁନର୍ବାର ଜୀବିତ ହେଲାପରେ, ସେ ପିତରଙ୍କୁ କହିଲେ ଯେ ପିତର ଯୀଶୁଙ୍କ ମେଷମାନଙ୍କ ଯତ୍ନ ନେବା ବ୍ୟକ୍ତି ହେବେ I (ଦେଖ: rc://*/ta/man/translate/figs-metaphor)