or_tn/jhn/21/intro.md

8 lines
893 B
Markdown

# ଯୋହନ ୨୧ସାଧାରଣ ସୂଚନା
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### ମେଷ ନିମନ୍ତେ ରୂପକ
ଯୀଶୁଙ୍କ ମୃତ୍ୟୁ ପୂର୍ବରୁ, ସେ ନିଜେ ଆପଣା ଲୋକମାନଙ୍କ ଯତ୍ନ ନେଉଥିବା ବିଷୟ କହୁଥିଲେ ଯେପରି ସେ ମେଷମାନଙ୍କ ଯତ୍ନ ନେଉଥିବା ଜଣେ ଉତ୍ତମ ମେଷପାଳକ ଅଟନ୍ତି ([ଯୋହନ ୧୦:୧୧](../../jhn/10/11.md)) I ସେ ପୁନର୍ବାର ଜୀବିତ ହେଲାପରେ, ସେ ପିତରଙ୍କୁ କହିଲେ ଯେ ପିତର ଯୀଶୁଙ୍କ ମେଷମାନଙ୍କ ଯତ୍ନ ନେବା ବ୍ୟକ୍ତି ହେବେ I (ଦେଖ: [[rc://*/ta/man/translate/figs-metaphor]])