or_tn/jhn/10/11.md

1009 B

Connecting Statement:

ଯୀଶୁ ଉତ୍ତମ ମେଷପାଳକ ବିଷୟରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I

I am the good shepherd

ଏଠାରେ “ଉତ୍ତମ ମେଷପାଳକ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଜଣେ ଉତ୍ତମ ମେଷପାଳକ ସଦୃଶ ଅଟେ” (ଦେଖ: rc://*/ta/man/translate/figs-metaphor)

lays down his life

କିଛି ହଜାଇ ଦେବା ଅର୍ଥ ଏହାକୁ ନିୟନ୍ତ୍ରଣ ମଧ୍ୟରେ ନରଖିବା I ଏହା ମୃଦୁ ଭାବରେ ମୃତ୍ୟୁଭୋଗକୁ ଦର୍ଶାଇବା ନିମନ୍ତେ ଏକ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “”ମୃତ୍ୟୁଭୋଗ କରନ୍ତି” (ଦେଖ: rc://*/ta/man/translate/figs-euphemism)