or_tn/jhn/10/11.md

12 lines
1009 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଉତ୍ତମ ମେଷପାଳକ ବିଷୟରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I
# I am the good shepherd
ଏଠାରେ “ଉତ୍ତମ ମେଷପାଳକ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଜଣେ ଉତ୍ତମ ମେଷପାଳକ ସଦୃଶ ଅଟେ” (ଦେଖ: [[rc://*/ta/man/translate/figs-metaphor]])
# lays down his life
କିଛି ହଜାଇ ଦେବା ଅର୍ଥ ଏହାକୁ ନିୟନ୍ତ୍ରଣ ମଧ୍ୟରେ ନରଖିବା I ଏହା ମୃଦୁ ଭାବରେ ମୃତ୍ୟୁଭୋଗକୁ ଦର୍ଶାଇବା ନିମନ୍ତେ ଏକ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “”ମୃତ୍ୟୁଭୋଗ କରନ୍ତି” (ଦେଖ: [[rc://*/ta/man/translate/figs-euphemism]])