or_tn/jhn/19/39.md

16 lines
1.2 KiB
Markdown

# Nicodemus
ନୀକଦୀମ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେ କି ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ I ଦେଖ ତୁମେ ଏହି ନାମକୁ କିପରି [ଯୋହନ ୩:୧](../03/01.md)ରେ ଅନୁବାଦ କରିଅଛ I
# myrrh and aloes
ଏହି ସବୁ ସୁଗନ୍ଧିଦ୍ରବ୍ୟ ଲଗାଇ ଲୋକମାନେ ଶରୀରକୁ ସମାଧିକ୍ରିୟା ନିମନ୍ତେ ପ୍ରସ୍ତୁତ କରୁଥିଲେ I
# about one hundred litras in weight
ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରିପାରିବ I ଏକ “ଅଧ ସେର” ଏକ କିଲୋଗ୍ରାମର ତୃତୀୟାଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରାୟ ୩୩ କିଲୋଗ୍ରାମ ଓଜନର” କିମ୍ବା “ପ୍ରାୟ ତେତିଶ କିଲୋଗ୍ରାମ ଓଜନ ହେଉଥିବା”(ଦେଖ: [[rc://*/ta/man/translate/translate-bweight]])
# one hundred
୧୦୦ (ଦେଖ: [[rc://*/ta/man/translate/translate-numbers]])