# Nicodemus ନୀକଦୀମ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେ କି ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ I ଦେଖ ତୁମେ ଏହି ନାମକୁ କିପରି [ଯୋହନ ୩:୧](../03/01.md)ରେ ଅନୁବାଦ କରିଅଛ I # myrrh and aloes ଏହି ସବୁ ସୁଗନ୍ଧିଦ୍ରବ୍ୟ ଲଗାଇ ଲୋକମାନେ ଶରୀରକୁ ସମାଧିକ୍ରିୟା ନିମନ୍ତେ ପ୍ରସ୍ତୁତ କରୁଥିଲେ I # about one hundred litras in weight ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରିପାରିବ I ଏକ “ଅଧ ସେର” ଏକ କିଲୋଗ୍ରାମର ତୃତୀୟାଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରାୟ ୩୩ କିଲୋଗ୍ରାମ ଓଜନର” କିମ୍ବା “ପ୍ରାୟ ତେତିଶ କିଲୋଗ୍ରାମ ଓଜନ ହେଉଥିବା”(ଦେଖ: [[rc://*/ta/man/translate/translate-bweight]]) # one hundred ୧୦୦ (ଦେଖ: [[rc://*/ta/man/translate/translate-numbers]])