or_tn/jhn/19/39.md

1.2 KiB

Nicodemus

ନୀକଦୀମ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେ କି ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ I ଦେଖ ତୁମେ ଏହି ନାମକୁ କିପରି ଯୋହନ ୩:୧ରେ ଅନୁବାଦ କରିଅଛ I

myrrh and aloes

ଏହି ସବୁ ସୁଗନ୍ଧିଦ୍ରବ୍ୟ ଲଗାଇ ଲୋକମାନେ ଶରୀରକୁ ସମାଧିକ୍ରିୟା ନିମନ୍ତେ ପ୍ରସ୍ତୁତ କରୁଥିଲେ I

about one hundred litras in weight

ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରିପାରିବ I ଏକ “ଅଧ ସେର” ଏକ କିଲୋଗ୍ରାମର ତୃତୀୟାଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରାୟ ୩୩ କିଲୋଗ୍ରାମ ଓଜନର” କିମ୍ବା “ପ୍ରାୟ ତେତିଶ କିଲୋଗ୍ରାମ ଓଜନ ହେଉଥିବା”(ଦେଖ: rc://*/ta/man/translate/translate-bweight)

one hundred

୧୦୦ (ଦେଖ: rc://*/ta/man/translate/translate-numbers)