or_tn/jhn/19/29.md

20 lines
852 B
Markdown

# A container full of sour wine was placed there
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ସେଠାରେ ଏକ ଅମ୍ଳରସ ପୂର୍ଣ୍ଣ ପାତ୍ର ରଖିଥିଲା”(ଦେଖ: [[rc://*/ta/man/translate/figs-activepassive]])
# sour wine
ତିକ୍ତ ଦ୍ରାକ୍ଷାରସ
# they put
ଏଠାରେ “ସେମାନେ” ରୋମୀୟ ପଦାତିକମାନଙ୍କୁ ବୁଝାଏ I
# a sponge
ଏକ ଛୋଟ ପଦାର୍ଥ ଯାହା ଅଧିକ ପରିମାଣରେ ତରଳଜିନିଷକୁ ଶୋଷି ଧରି ରଖେ
# on a hyssop staff
ଏଜୋପ ନାମକ ଏକ ବୃକ୍ଷର ଶାଖାରେ