or_tn/jhn/19/29.md

852 B

A container full of sour wine was placed there

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ସେଠାରେ ଏକ ଅମ୍ଳରସ ପୂର୍ଣ୍ଣ ପାତ୍ର ରଖିଥିଲା”(ଦେଖ: rc://*/ta/man/translate/figs-activepassive)

sour wine

ତିକ୍ତ ଦ୍ରାକ୍ଷାରସ

they put

ଏଠାରେ “ସେମାନେ” ରୋମୀୟ ପଦାତିକମାନଙ୍କୁ ବୁଝାଏ I

a sponge

ଏକ ଛୋଟ ପଦାର୍ଥ ଯାହା ଅଧିକ ପରିମାଣରେ ତରଳଜିନିଷକୁ ଶୋଷି ଧରି ରଖେ

on a hyssop staff

ଏଜୋପ ନାମକ ଏକ ବୃକ୍ଷର ଶାଖାରେ