# A container full of sour wine was placed there ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ସେଠାରେ ଏକ ଅମ୍ଳରସ ପୂର୍ଣ୍ଣ ପାତ୍ର ରଖିଥିଲା”(ଦେଖ: [[rc://*/ta/man/translate/figs-activepassive]]) # sour wine ତିକ୍ତ ଦ୍ରାକ୍ଷାରସ # they put ଏଠାରେ “ସେମାନେ” ରୋମୀୟ ପଦାତିକମାନଙ୍କୁ ବୁଝାଏ I # a sponge ଏକ ଛୋଟ ପଦାର୍ଥ ଯାହା ଅଧିକ ପରିମାଣରେ ତରଳଜିନିଷକୁ ଶୋଷି ଧରି ରଖେ # on a hyssop staff ଏଜୋପ ନାମକ ଏକ ବୃକ୍ଷର ଶାଖାରେ