or_tn/jhn/17/24.md

16 lines
944 B
Markdown

# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# where I am
ଏଠାରେ “ମୁଁ ଯେଉଁଠାରେ ଥାଏ” ସ୍ବର୍ଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସହିତ ସ୍ବର୍ଗରେ” (ଦେଖ: [[rc://*/ta/man/translate/figs-explicit]])
# to see my glory
ମୋହର ମହିମା ଦେଖିବା ନିମନ୍ତେ
# before the creation of the world
ଏଠାରେ ଯୀଶୁ ସୃଷ୍ଟି ପୂର୍ବର ସମୟକୁ ବୁଝାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: [[rc://*/ta/man/translate/figs-explicit]])