# Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # where I am ଏଠାରେ “ମୁଁ ଯେଉଁଠାରେ ଥାଏ” ସ୍ବର୍ଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସହିତ ସ୍ବର୍ଗରେ” (ଦେଖ: [[rc://*/ta/man/translate/figs-explicit]]) # to see my glory ମୋହର ମହିମା ଦେଖିବା ନିମନ୍ତେ # before the creation of the world ଏଠାରେ ଯୀଶୁ ସୃଷ୍ଟି ପୂର୍ବର ସମୟକୁ ବୁଝାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: [[rc://*/ta/man/translate/figs-explicit]])