or_tn/jhn/17/24.md

944 B

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

where I am

ଏଠାରେ “ମୁଁ ଯେଉଁଠାରେ ଥାଏ” ସ୍ବର୍ଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସହିତ ସ୍ବର୍ଗରେ” (ଦେଖ: rc://*/ta/man/translate/figs-explicit)

to see my glory

ମୋହର ମହିମା ଦେଖିବା ନିମନ୍ତେ

before the creation of the world

ଏଠାରେ ଯୀଶୁ ସୃଷ୍ଟି ପୂର୍ବର ସମୟକୁ ବୁଝାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: rc://*/ta/man/translate/figs-explicit)