or_tn/jhn/14/30.md

762 B

ruler of this world

ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୧୨:୩୧ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଶୟତାନ ଯେ ଏହି ଜଗତର ଅଧିପତି ଅଟେ ”

ruler ... is coming

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ଶୟତାନ ତାହାଙ୍କୁ ଆକ୍ରମଣ କରିବାକୁ ଆସୁଅଛି I ଅନ୍ୟ ଏକ ଅନୁବାଦରେ: “ଶୟତାନ ମୋତେ ଆକ୍ରମଣ କରିବାକୁ ଆସୁଅଛି” (ଦେଖ: rc://*/ta/man/translate/figs-explicit)