# ruler of this world ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ଯୋହନ ୧୨:୩୧](../12/31.md)ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଶୟତାନ ଯେ ଏହି ଜଗତର ଅଧିପତି ଅଟେ ” # ruler ... is coming ଏଠାରେ ଯୀଶୁ ସୂଚାଉଛନ୍ତି ଯେ ଶୟତାନ ତାହାଙ୍କୁ ଆକ୍ରମଣ କରିବାକୁ ଆସୁଅଛି I ଅନ୍ୟ ଏକ ଅନୁବାଦରେ: “ଶୟତାନ ମୋତେ ଆକ୍ରମଣ କରିବାକୁ ଆସୁଅଛି” (ଦେଖ: [[rc://*/ta/man/translate/figs-explicit]])