or_tn/jhn/12/31.md

1.0 KiB

Now is the judgment of this world

ଏଠାରେ “ଏହି ଜଗତ” ଏକ ରୂପକ ଅଟେ, ଯାହା ଜଗତର ସମସ୍ତ ଲୋକଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକଙ୍କୁ ବିଚାର କରିବା ନିମନ୍ତେ ବର୍ତ୍ତମାନ ଈଶ୍ବରଙ୍କ ସମୟ ଉପସ୍ଥିତ ଅଟେ I (ଦେଖ: rc://*/ta/man/translate/figs-metonymy)

Now will the ruler of this world be thrown out

ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ସମୟ ଉପସ୍ଥିତ, ମୁଁ ଏହି ଜଗତର ଅଧିପତି ଶୟତାନର ଶକ୍ତିକୁ ବିନାଶ କରିବି (ଦେଖ: rc://*/ta/man/translate/figs-activepassive)