or_tn/jhn/12/31.md

8 lines
1.0 KiB
Markdown

# Now is the judgment of this world
ଏଠାରେ “ଏହି ଜଗତ” ଏକ ରୂପକ ଅଟେ, ଯାହା ଜଗତର ସମସ୍ତ ଲୋକଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକଙ୍କୁ ବିଚାର କରିବା ନିମନ୍ତେ ବର୍ତ୍ତମାନ ଈଶ୍ବରଙ୍କ ସମୟ ଉପସ୍ଥିତ ଅଟେ I (ଦେଖ: [[rc://*/ta/man/translate/figs-metonymy]])
# Now will the ruler of this world be thrown out
ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ସମୟ ଉପସ୍ଥିତ, ମୁଁ ଏହି ଜଗତର ଅଧିପତି ଶୟତାନର ଶକ୍ତିକୁ ବିନାଶ କରିବି (ଦେଖ: [[rc://*/ta/man/translate/figs-activepassive]])