or_tn/jhn/12/32.md

12 lines
1.1 KiB
Markdown

# General Information:
ଯୀଶୁ “ଉତ୍ଥିତ” ହେବା ବିଷୟରେ ଯାହା କହିଥିଲେ, ସେ ବିଷୟରେ ଯୋହନ ଆମ୍ଭମାନଙ୍କୁ ୩୩ ପଦର ପୃଷ୍ଠଭୂମିରେ ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# When I am lifted up from the earth
ଏଠାରେ ଯୀଶୁ ଆପଣା କ୍ରୁଶାର୍ପିତ ହେବା ବିଷୟରେ କହୁଛନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଲୋକେ ମୋତେ କ୍ରୁଶ ଉପରେ ଚଢାଇବେ” (ଦେଖ: [[rc://*/ta/man/translate/figs-activepassive]])
# will draw everyone to myself
ତାହାଙ୍କ କ୍ରୁଶାର୍ପିତ ହେବା ଦ୍ବାରା, ଯୀଶୁ ସମସ୍ତଙ୍କୁ ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ପଥ ଯୋଗାଇବେ I