or_tn/jhn/12/32.md

1.1 KiB

General Information:

ଯୀଶୁ “ଉତ୍ଥିତ” ହେବା ବିଷୟରେ ଯାହା କହିଥିଲେ, ସେ ବିଷୟରେ ଯୋହନ ଆମ୍ଭମାନଙ୍କୁ ୩୩ ପଦର ପୃଷ୍ଠଭୂମିରେ ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

When I am lifted up from the earth

ଏଠାରେ ଯୀଶୁ ଆପଣା କ୍ରୁଶାର୍ପିତ ହେବା ବିଷୟରେ କହୁଛନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଲୋକେ ମୋତେ କ୍ରୁଶ ଉପରେ ଚଢାଇବେ” (ଦେଖ: rc://*/ta/man/translate/figs-activepassive)

will draw everyone to myself

ତାହାଙ୍କ କ୍ରୁଶାର୍ପିତ ହେବା ଦ୍ବାରା, ଯୀଶୁ ସମସ୍ତଙ୍କୁ ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ପଥ ଯୋଗାଇବେ I