# General Information: ଯୀଶୁ “ଉତ୍ଥିତ” ହେବା ବିଷୟରେ ଯାହା କହିଥିଲେ, ସେ ବିଷୟରେ ଯୋହନ ଆମ୍ଭମାନଙ୍କୁ ୩୩ ପଦର ପୃଷ୍ଠଭୂମିରେ ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]]) # When I am lifted up from the earth ଏଠାରେ ଯୀଶୁ ଆପଣା କ୍ରୁଶାର୍ପିତ ହେବା ବିଷୟରେ କହୁଛନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଲୋକେ ମୋତେ କ୍ରୁଶ ଉପରେ ଚଢାଇବେ” (ଦେଖ: [[rc://*/ta/man/translate/figs-activepassive]]) # will draw everyone to myself ତାହାଙ୍କ କ୍ରୁଶାର୍ପିତ ହେବା ଦ୍ବାରା, ଯୀଶୁ ସମସ୍ତଙ୍କୁ ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ପଥ ଯୋଗାଇବେ I