or_tn/jhn/10/01.md

1.1 KiB

General Information:

ଯୀଶୁ ଦୃଷ୍ଟାନ୍ତ କହିବା ଆରମ୍ଭ କରୁଛନ୍ତି I (ଦେଖ: rc://*/ta/man/translate/figs-parables)

Connecting Statement:

ଯୀଶୁ ଫାରୂଶୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I ଏହା କାହାଣୀର ସେହି ଅଂଶ ଯାହା ଯୋହନ ୯:୩୫ରେ ଆରମ୍ଭ ହୋଇଥିଲା I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ ରେ ଅନୁବାଦ କରିଅଛ I (ଦେଖ: @)

sheep pen

ଏହା ଏକ ଚତୁଃପାର୍ଶ୍ବ ଘେରା ଅଂଚଳ ଅଟେ, ଯେଉଁଠାରେ ମେଷପାଳକ ଆପଣା ମେଷମାନଙ୍କୁ ରଖନ୍ତି I

a thief and a robber

ଏହାକୁ ଗୁରୁତ୍ବ ଦେବା ନିମନ୍ତେ ସମାନ ଅର୍ଥର ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-doublet)