# General Information: ଯୀଶୁ ଦୃଷ୍ଟାନ୍ତ କହିବା ଆରମ୍ଭ କରୁଛନ୍ତି I (ଦେଖ: [[rc://*/ta/man/translate/figs-parables]]) # Connecting Statement: ଯୀଶୁ ଫାରୂଶୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I ଏହା କାହାଣୀର ସେହି ଅଂଶ ଯାହା [ଯୋହନ ୯:୩୫](../09/35.md)ରେ ଆରମ୍ଭ ହୋଇଥିଲା I # Truly, truly ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md) ରେ ଅନୁବାଦ କରିଅଛ I (ଦେଖ: @) # sheep pen ଏହା ଏକ ଚତୁଃପାର୍ଶ୍ବ ଘେରା ଅଂଚଳ ଅଟେ, ଯେଉଁଠାରେ ମେଷପାଳକ ଆପଣା ମେଷମାନଙ୍କୁ ରଖନ୍ତି I # a thief and a robber ଏହାକୁ ଗୁରୁତ୍ବ ଦେବା ନିମନ୍ତେ ସମାନ ଅର୍ଥର ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-doublet]])