or_tn/jhn/10/01.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଦୃଷ୍ଟାନ୍ତ କହିବା ଆରମ୍ଭ କରୁଛନ୍ତି I (ଦେଖ: [[rc://*/ta/man/translate/figs-parables]])
# Connecting Statement:
ଯୀଶୁ ଫାରୂଶୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I ଏହା କାହାଣୀର ସେହି ଅଂଶ ଯାହା [ଯୋହନ ୯:୩୫](../09/35.md)ରେ ଆରମ୍ଭ ହୋଇଥିଲା I
# Truly, truly
ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md) ରେ ଅନୁବାଦ କରିଅଛ I (ଦେଖ: @)
# sheep pen
ଏହା ଏକ ଚତୁଃପାର୍ଶ୍ବ ଘେରା ଅଂଚଳ ଅଟେ, ଯେଉଁଠାରେ ମେଷପାଳକ ଆପଣା ମେଷମାନଙ୍କୁ ରଖନ୍ତି I
# a thief and a robber
ଏହାକୁ ଗୁରୁତ୍ବ ଦେବା ନିମନ୍ତେ ସମାନ ଅର୍ଥର ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-doublet]])