or_tn/jhn/07/28.md

1.6 KiB

cried out

ସେ ଉଚ୍ଚ ସ୍ବରରେ କହିଲେ

in the temple

ଯୀଶୁ ଓ ଲୋକମାନେ ପ୍ରକୃତରେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: rc://*/ta/man/translate/figs-explicit)

You both know me and know where I come from

ଏହି ଉକ୍ତିରେ ଯୋହନ ବ୍ୟଙ୍ଗକ୍ତି ବ୍ୟବହାର କରୁଛନ୍ତି I ଲୋକମାନେ ବିଶ୍ବାସ କରୁଥିଲେ ଯେ ଯୀଶୁ ନାଜରିତରୁ ଉତ୍ପନ୍ନ ଅଟନ୍ତି I ସେମାନେ ଜାଣନ୍ତି ନାହିଁ ଯେ ଈଶ୍ବର ତାହାଙ୍କୁ ସ୍ବର୍ଗରୁ ପ୍ରେରଣ କଲେ ଓ ସେ ବେଥଲିହିମରେ ଜନ୍ମ ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସମସ୍ତେ ମୋତେ ଜାଣିଅଛ ଓ ତୁମେ ଭାବୁଛ ମୁଁ କେଉଁଠାରୁ ଆସିଅଛି, ତାହା ଜାଣିଅଛ” (ଦେଖ: rc://*/ta/man/translate/figs-irony)

of myself

ମୋହର ନିଜ ଅଧିକାରରେ I ଦେଖ ତୁମେ “ଆପଣାଠାରୁ”କୁ କିପରି ଯୋହନ ୫:୧୯ରେ ଅନୁବାଦ କରିଅଛ I

he who sent me is true

ଈଶ୍ବର ଯେ ମୋତେ ପ୍ରେରଣ କରିଛନ୍ତି ଓ ସେ ସତ୍ୟ ଅଟନ୍ତି