# cried out ସେ ଉଚ୍ଚ ସ୍ବରରେ କହିଲେ # in the temple ଯୀଶୁ ଓ ଲୋକମାନେ ପ୍ରକୃତରେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: [[rc://*/ta/man/translate/figs-explicit]]) # You both know me and know where I come from ଏହି ଉକ୍ତିରେ ଯୋହନ ବ୍ୟଙ୍ଗକ୍ତି ବ୍ୟବହାର କରୁଛନ୍ତି I ଲୋକମାନେ ବିଶ୍ବାସ କରୁଥିଲେ ଯେ ଯୀଶୁ ନାଜରିତରୁ ଉତ୍ପନ୍ନ ଅଟନ୍ତି I ସେମାନେ ଜାଣନ୍ତି ନାହିଁ ଯେ ଈଶ୍ବର ତାହାଙ୍କୁ ସ୍ବର୍ଗରୁ ପ୍ରେରଣ କଲେ ଓ ସେ ବେଥଲିହିମରେ ଜନ୍ମ ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସମସ୍ତେ ମୋତେ ଜାଣିଅଛ ଓ ତୁମେ ଭାବୁଛ ମୁଁ କେଉଁଠାରୁ ଆସିଅଛି, ତାହା ଜାଣିଅଛ” (ଦେଖ: [[rc://*/ta/man/translate/figs-irony]]) # of myself ମୋହର ନିଜ ଅଧିକାରରେ I ଦେଖ ତୁମେ “ଆପଣାଠାରୁ”କୁ କିପରି [ଯୋହନ ୫:୧୯](../05/19.md)ରେ ଅନୁବାଦ କରିଅଛ I # he who sent me is true ଈଶ୍ବର ଯେ ମୋତେ ପ୍ରେରଣ କରିଛନ୍ତି ଓ ସେ ସତ୍ୟ ଅଟନ୍ତି