or_tn/jhn/05/19.md

1.3 KiB

Connecting Statement:

ଯୀଶୁ ଯିହୂଦୀ ନେତାମାନଙ୍କୁ କଥା କହି ଚାଲିଛନ୍ତି I

Truly, truly

ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦେବ ଯେ ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

whatever the Father is doing, the Son does these things also.

ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି I

Son ... Father

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)